ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ପରୀ ହତ୍ୟା ମାମଲାର ଶୁଣାଣୀ ପାଇଁ ଆଜି ନୟାଗଡ ଚିଲଡ୍ରେନ୍ସ କୋର୍ଟରେ ହାଜର ହୋଇଛି ନାବାଳକ ଅଭିଯୁକ୍ତ । ରିମାଣ୍ଡ ସମୟରେ ଏସଆଇଟି ନାବାଳକ ଅଭିଯୁକ୍ତକୁ ଶାରୀରିକ ଓ
Category: Entertainment
ଚଳନ୍ତା ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ-
ଗତ କାଲି ବିଳମ୍ବିତ ରାତିରେ ରାୟଗଡା-କୋରାପୁଟ ରାସ୍ତାରେ ଘଟିଛି ଭୟାବହଃ ଅଗ୍ନିକାଣ୍ଡ । ନବରଙ୍ଗପୁର ରୁ ଗଞ୍ଜାମ ଅଭିମୁଖେ ଯାତ୍ରା କରୁଥିବା ଏକ ଚଳନ୍ତା ବସ୍ ରେ ହଠାତ୍ ନିଆଁଲାଗି ଯାଇଥିଲା । adv-ଏହି
ଜୁଏଲାରୀ ଗିଫ୍ଟ ନାଁରେ ଠକେଇ
ଭାଲେଣ୍ଟାଇନ୍ ସପ୍ତାହ ଆସିବା ସହ, ବଢ଼ିଛି ଅନଲାଇନ୍ ସ୍କାମ୍ । ସୋସିଆଲ୍ ମିଡିଆ, ହ୍ୱାଟ୍ସଆପ୍ ଏବଂ ମେସେଞ୍ଜର ଭଳି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମରେ ଲୋକଙ୍କୁ ବୋକା ବନାଉଛନ୍ତି । ଅନଲାଇନ୍ ସପିଂ କରୁଥିବା ଲୋକଙ୍କୁ ଭାଲେଣ୍ଟାଇନ୍
ଗର୍ଭବତୀଙ୍କୁ ଟଣାଓଟରା ସହ ପେଟକୁ ଠିଆ ଗୋଇଠା ମାଡ…
ସାଲେପୁର୧୨/୨:ଗର୍ଭବତୀ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଇଙ୍ଗିତ ହେବା ସହ ପେଟକୁ ଠିଆ ଗୋଇଠା ମାରିଲେ ଯୁବକ,ଅଭିଯୋଗ ଆଣି ଥାନା ସାମ୍ନାରେ ବସିଲେ ପରିବାର ଲୋକେ,କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସାନରଉଅତପତି ଗାଁରେ ଏଭଳି
ହାତୀ ଉପରକୁ ଗୁଳି ଚଳାଇ ହାତୀ ଦାନ୍ତ ନେଇଗଲେ ଦୁର୍ବୃତ୍ତ ,ଦୁଇ ଅଟକ
ଦିନକୁ ଦିନ ରାଜ୍ୟରେ ଶିକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ଲୋପ ପାଇଯାଉଛି ପଶୁ ସମ୍ପଦ । ଏପରି କ୍ଷେତ୍ରରେ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି ବନ ବିଭାଗ ଅଧିକାରୀ । ଯାହାଫଳରେ ଦିନ ଦି’ପହରରେ
ରାଜ୍ୟସରକାର ଓଡିଶାର ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚି ପାରୁନାହାନ୍ତି- ସୁରେଶ ପୂଜାରୀ
କୋଟିଆ ପ୍ରସଙ୍ଗ ବରଗଡ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟସରକାର ସୀମାବର୍ତ୍ତୀ ଅଞ୍ଚଳରେ ପଂହଁଚି ପାରୁନାହାନ୍ତି। ସେଥିପାଇଁ ଏପରି ଦୁର୍ଦ୍ଦଶା ଦେଖିବକୁ ମିଳୁଛି। ଯୋଜନା ସଠିକ ରୂପେ
ଜାନୁଆରୀ ୨୬ ହିଂସା ଘଟଣାକୁ ଉସକାଇଥିବା ଅଭିଯୋଗରେ ଭାରତ ସରକାର ଟ୍ୱିଟରକୁ କିଛି ଆଉକାଉଣ୍ଟ ବନ୍ଦ କରିବାକୁ କହିଥିଲେ।
ଟ୍ୱିଟର ୫୦୦ରୁ ଅଧିକ ହିଂସା ସୃଷ୍ଟି କରିବାକୁ ଉସକାଉଥିବା ଆକାଉଣ୍ଟ ବନ୍ଦ କରିଥିବା ବେଳେ ଆଉ କିଛି ଉପରେ କୌଣସି କଟକଣା ଲଗାଇ ନାହିଁ। ତେବେ ଏହାକୁ ଦୃଷ୍ଟିରେ ରଖି ସୋଶିଆଲ ମିଡ଼ିଆରେ ଏଣିକି
ପାକିସ୍ତାନ ଗୁପ୍ତଚର ଈଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ
ବାଲେଶ୍ବର ଜିଲ୍ଲାର ଏଡିଜେ କୋର୍ଟ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଗୁପ୍ତଚର ଅଭିଯୋଗରେ ଜାନୁଆରୀ ୨୦୧୫ରେ ଗିରଫ ହୋଇଥିବା ଈଶ୍ବର ଚନ୍ଦ୍ର ବେହେରା ମାମଲାରେ ରାୟ ଘୋଷଣା କରିଛନ୍ତି ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଭରତପୁର ଜଙ୍ଗଲରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ, ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ
ଚନ୍ଦକାର ଅନ୍ଧାରୁଆ- ଦାସପୁର ଅଞ୍ଚଳରୁ ଜବତ ହୋଇଥିବା ମୁଣ୍ଡବିହୀନ ମୃତଦେହର ପରିଚୟ ମିଳିବା ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା ତେବେ ଏହି ମୁଣ୍ଡ ଏବେ ମିଳିଯାଇଛି । ଭରତପୁର ଜଙ୍ଗଲରୁ ମିଳିଛି ମହିଳାଙ୍କ
ଭାରତ-ଚୀନ୍ ସୀମା ବିବାଦ ଶେଷ ହେବ, ଲଦାଖରେ ଏପ୍ରିଲ ମାସରୁ ଫେରିବ ପୂର୍ବସ୍ଥିତି: ପ୍ରତିରକ୍ଷାମନ୍ତ୍ରୀ
ଭାରତ-ଚୀନ୍ ସୀମା ବିବାଦକୁ ନେଇ ଆଜି ସଂସଦରେ ଅଭିଭାଷଣ ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଲଦାଖରେ ପୁଣି ଥରେ ପୂର୍ବ ସ୍ଥିତି ଫେରିବାକୁ ଯାଉଛି । ଏଥିପାଇଁ ଉଭୟ ଦେଶ ରାଜି ହୋଇଥିବା