ସିଲୁ ନାୟକ ସେନା ଗଢୁଛନ୍ତି:

ଭାରତୀୟ ସେନାର  ନବ ନିଯୁକ୍ତ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ତଥା ଜଗତସିଂହପୁର ଜିଲ୍ଲା ଜୟବେଡ଼ା ଗାଁର  ବାସିନ୍ଦାଚଣ୍ଡୀ ପ୍ରସାଦ ମହାନ୍ତି  ଅଧିକରୁ ଅଧିକ ଯୁବକ ସେନାରେ  ପ୍ରବେଶ ପାଇଁ ଆହ୍ୱାନ ଦେବାର ବହୁ ପୂର୍ବରୁ

ଚୋରକୁ ଧରିବାକୁ ଯାଇ ହରଡ଼ଘଣାରେ ପୋଲିସ, ପିଲା ଚୋର ଭାବି ନିର୍ଧୁମ ପିଟିଲେ ଗ୍ରାମବାସୀ

ଚୋରକୁ ଧରିବାକୁ ଯାଇ ହରଡ଼ଘଣାରେ ପଡିଲା ପୋଲିସ  ।  ସାଧା ପୋଷାକରେ ଗାଁକୁ ଯାଇଥିବା ପୋଲିସକୁ ପିଲା ଚୋର ଭାବି ନିର୍ଧୁମ ପିଟିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ ।

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଚିଠା ବଜେଟକୁ ମିଳିପାରେ ଅନୁମୋଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ସାଢ଼େ ୫ଟା ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ

ଚାଷୀ ଆନ୍ଦୋଳନ: ଆଜି ରାହୁଲଙ୍କ ପାଳି

ଆସନ୍ତାକାଲି ପୁଣି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଦିଲ୍ଲୀର ସୀମାରେ ଚାଷୀଙ୍କ ଆନ୍ଦୋଳନ ୭୫ ଦିନ ଅତିକ୍ରମ କରିଛି । ସୋମବାର ସଂସଦର ରାଜ୍ୟସଭା ଗୃହରେ ୭୫ ମିନିଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ

ସମ୍ବଲପୁର ଅର୍ଜୁନପାଲି ଛକ ନିକଟରେ ଦୁର୍ଘଟଣା  । 2 ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମ଼ୃତ୍ୟୁ ଘଟିଛି  । ଜମନକିରା ଥାନା ଅନ୍ତର୍ଗତ ଅର୍ଜୁନପାଲି ଛକ ନିକଟରେ 2ବାଇକ ବିପରୀତ ଦିଗରୁ

ଏଥର ଖଣ୍ଡଗିରି ଯାତ୍ରା ଦୁଲୁକିବ ନା ନାହିଁ, ଚୂଡାନ୍ତ ନିଷ୍ପତ୍ତିକୁ ଅପେକ୍ଷାରେ

ଏଥର ଖଣ୍ଡଗିରି ଯାତ୍ରା ଆୟୋଜନକୁ ନେଇ ଦ୍ୱନ୍ଦ୍ୱ  । ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି  । ଦୈନିକ 50ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆଶଙ୍କା କରାଯାଇଛି ।  ତେଣୁ

୪ ବର୍ଷ ପରେ ତାମିଲନାଡୁ ଫେରିଲେ ଶଶିକଳା

୬୬.୬୫ କୋଟି ଟଙ୍କାର ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ବେଙ୍ଗାଲୁରୁରେ ଚାରି ବର୍ଷ ଜେଲ ଦଣ୍ଡ ସମାପ୍ତ ହେବାର କିଛି ଦିନ ପରେ ଆଜି ତାମିଲନାଡୁର ଏକ ବିଶାଳ ସମାବେଶକୁ ଫେରିଛନ୍ତି ଭି.କେ ଶଶିକଳା ।

କଫସିରଫ ଚୋରା କାରବାର କୁ ପଣ୍ଡ କଲା ଅନୁଗୋଳ ପୋଲିସ୍‌. ୨ ଗିରଫ

ରାଜ୍ୟରେ ଗଞ୍ଜେଇ, ଧଳାଜହର ଭଳି ନିଶା ଦ୍ରବ୍ୟର ଚୋରା କାରବାର ବୃଦ୍ଧି ପାଇଥିବା ବେଳେ କଫସିରଫକୁ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ର‌୍ୟାକେଟ୍ କାମ

ଚାଷୀଙ୍କୁ ବୁଝାଇ ଦେଶକୁ ଆଗକୁ ନେବାକୁ ହେବ : ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାକୁ ସମ୍ବୋଧନ କରିଛନ୍ତି । ରାଷ୍ଟପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ଭାଷଣ ରଖିବା ସହିତ କୃଷି ବିଲ୍ ଓ ବିରୋଧିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଚଳନ୍ତା କାର୍ ଜଳିଗଲା , ଗୋଟିଏ ପରିବାରର ୬ ସଦସ୍ୟ ଅଳ୍ପକେ ବର୍ତ୍ତିଗଲେ :

କଟକ ଜିଲ୍ଲା ମାହାଙ୍ଗା ଥାନା ଜଇପୁର-ଦୋବନ୍ଦିଆ ରାସ୍ତାରେ ହଠାତ ଚଳନ୍ତା  ଗାଡ଼ିରେ ନିଆଁ ଲାଗିଯାଇଛି । ନିଆଁ ଲାଗିଯିବାର ଦେଖି ସ୍ଥାନୀୟ ଅଚଂଳର ଲୋକମାନେ ପାଟି କରିବାରୁ ହଠାତ୍ ଗାଡ଼ିଚାଳକ ଜଣକ ଓହ୍ଲାଇ ଆସିବା