ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର-

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୨ ମୃତ, ୨ ଗୁରୁତର । ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ସଗାରପାଲି ଛକ ନିକଟରେ

ଚିତ୍ରକୋଣ୍ଡା ଅଂଚଳର ୮୫ ପରିବାର ମାଓବାଦୀଙ୍କ ଭୟରେ ଘର ଛାଡ଼ିଲେ –

ମାଓବାଦୀଙ୍କ  ଭୟରେ ନିଜ ଜୀବନ ବଚାଂଇବାକୁ ଯାଇ ଭିଟାମାଟି ଛାଡ଼ି ଅନ୍ୟତ୍ର ରହୁଛନ୍ତି ସ୍ୱାଭିମାନ ଅଚଂଳର ଲୋକମାନେ । କିଛିଦିନ ହେବ ମାଓବାଦୀମାନେ ସକ୍ରିୟ ହୋଇଉଠିଛନ୍ତି ଯାହାଫଳରେ ତାଙ୍କ ଜୀବନକୁ ଭୟଥିବା କଥା କହିଛନ୍ତି

ମୁଖ୍ୟମନ୍ତ୍ରୀ ଆଜି କୋଟିଆରେ ବହୁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଲୋକଙ୍କ ସହ ଆଲୋଚନା କରିବେ I

ଦୀର୍ଘଦିନ ରୁ କୋରାପୁଟ ଜିଲ୍ଲାର କୋଟିଆ ନାମକ ଗାଁ କୁ ଆନ୍ଧ୍ର ସରକାର ନିଜ ଅକ୍ତିଆରରେ ନେବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବିଚଳିତ ହୋଇପଡ଼ିଛନ୍ତି ଓଡ଼ିଶା ସରକାର । ସୁଚନା ଅନୁସାରେ

କୋରନା କମୁଛି ସତ କିନ୍ତୁ ଥମିବାର ନାଁ ନାହିଁ ; ନୂଆ ସର୍ଭେ ରିପୋର୍ଟରେ ପ୍ରତି ୫ ପ୍ରାପ୍ତ ବୟସ୍କରେ ଜଣେ କୋଭିଡ୍ ସଂକ୍ରମିତ……

 ଭାରତରେ କରୋନା ଆତଙ୍କ ଥମିବାରେ ଲାଗିଛି । ତେବେ ଏହା ମଧ୍ୟରେ ଆଇସିଏମଆରର ଏକ ସର୍ଭେ ଚିନ୍ତା ବଢାଇ ଦେଇଛି । ଡିସେମ୍ବର ୧୫ ସୁଦ୍ଧା ଭାରତର ପ୍ରାୟ ଅଧା ରୁ ଅଧିକ ପ୍ରାପ୍ତ

ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ,

ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳ ଗଦାରେ ନିଆଁ

ଧାନ କିଣାରେ ଅନିୟମିତତା ଅଭିଯୋଗ, ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା

ଧାନ କିଣାରେ ଅନିୟମିତତା ଅଭିଯୋଗରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା। ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ଏବଂ ଚାଷୀମାନେ ଧାରଣାରେ

ବିଭିନ୍ନ ସ୍ଥାନରେ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ସହ ୩ ଗିରଫ

ମୋରଡ଼ା ୦୪।୦୨: ଅବକାରୀ ବିଭାଗର ଅତର୍କିତ ଚଢାଉ । ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ସହ ଗୋଟିଏ ବାଇକ ଓ ସାଇକେଲ୍‌ ଜବତ କରିଛି । ଘଟଣାରେ ୩ଜଣଙ୍କୁ

ମିଆଁମାର ପ୍ରସଙ୍ଗରେ ମୁଣ୍ଡ ଖେଳାଇଲା ଡ୍ରାଗନ:କହିଲା-‘ସେନା କାର୍ଯ୍ୟାନୁଷ୍ଠାନ ଠିକ୍’

ସୂଚନାଯୋଗ୍ୟ ଯେ, ମିଆଁମାରରେ ସୋମବାର ଦିନ ସେନା ଆଙ୍ଗ୍‌ ମାନ ସୁ କି, ରାଷ୍ଟ୍ରପତି ବିନ୍ ମିଂଟ୍‌ ଏବଂ ଶାସନରେ ଥିବା ପାର୍ଟିର ଅନ୍ୟ ବରିଷ୍ଠ ନେତାଙ୍କୁ ଗିରଫ କରିଥିଲା । ଏହାପରେ ସେନା

କାର୍ଯ୍ୟାଳୟରେ ଦଉଡି ଲଗାଇ ଆତ୍ମହତ୍ୟା

କାର୍ଯ୍ୟରତ ମେଡିକାଲ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତକ ଡମ୍ବରୁଧର ଦେହୁରୀ ଏବଂ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା

ବିଦେଶୀ ପ୍ରୋପାଗଣ୍ଡା ବିରୋଧରେ ଏକାଠି ହେଲେ କ୍ରିକେଟର, ଏକତା ରଖିବାକୁ ଦେଲେ ପରାମର୍ଶ, ଟ୍ୱିଟରରେ ଟ୍ରେଣ୍ଡ୍ ହେଉଛି #Indiatogether

ନୂଆ କୃଷି ବିଲକୁ ବିରୋଧ କରୁଛି ବିଭିନ୍ନ କୃଷକ ସଙ୍ଗଠନ । ବୁଧବାର ଅନେକ ବିଦେଶୀ ସେଲିବ୍ରିଟି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଟ୍ୱିଟ୍ କରିଥିଲେ ଯାହା ପରେ ବୈଦେଶିକ ମନ୍ତ୍ରାଳୟ ସେମାନଙ୍କୁ ଜବାବ ଦେବା ସହ