ଆମେରିକାର ଗାୟିକା ରିହାନା ଏବଂ ଅନ୍ୟ ସେଲିବ୍ରିଟିମାନଙ୍କ ଟିପ୍ପଣୀକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କୌଣସି ବି ଅପପ୍ରଚାର ଭାରତର ଏକତାକୁ ଭାଙ୍ଗିପାରିବନାହିଁ । ଦେଶ ଲଗାତର
Category: Entertainment
ହିମାଚଳରେ ଭୀଷଣ ତୁଷାରପାତ ଓ ବର୍ଷା
ଶିମଲା ଓ ମନାଲି ସମେତ ଉଚ୍ଚ ପାହାଡିଆ ଅଞ୍ଚଳରେ ଭୀଷଣ ତୁଷାରପାତ ହୋଇଛି । ଯାହାଫଳରେ ସୁବେରେ ୩ଟି ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇପଡିଛି। ଶିମଲା-ନାରକଣ୍ଡା-ରାମପୁର ରାଜପଥ ତୁଷାରପାତ ଯୋଗୁଁ ବନ୍ଦ ହୋଇଯାଇଛି।
କିଏ ଆଣି ପକାଇଛି କଟା ପାପୁଲି ?
ସୂଚନାନୁସାରେ, ଗୁରୁବାର ସକାଳେ ସିଂହାପୁର ପଞ୍ଚାୟତ ଅଧିନରେ ଥିବା ବ୍ରାହ୍ମଣବାଡ ଗାଁ ରାସ୍ତା କଡରେ ଏକ ମଣିଷ ପାପୁଲି ପଡିଥିଲା ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ସିଂହାପୁର ପଞ୍ଚାୟତର ଏକ ଗ୍ରାମରୁ ମଣିଷର କଟା ପାପୁଲି
ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି ଟଙ୍କା
୨୦୦୯-୧୪ ଭିତରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ହାରାହାରି ୮୩୮ କୋଟି ଟଙ୍କା ମିଳିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ଦାବି କରିଛନ୍ତି ।
କୋର୍ଟରେ ଆଜି ହାଜର ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।ନିଯୁକ୍ତି ନାଁରେ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ ଗୋଳନ୍ଥରା ଥାନା ପୋଲିସ । ରୁଜୁ ହୋଇଛି ଠକେଇ ମାମଲା ତାଙ୍କ
କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଅଶକୋ ଦିଣ୍ଡା ।
ଡାହାଣ ହାତୀ ପେସ୍ ବୋଲର ଅଶୋକ ଦିଣ୍ଡା । ୨୦୦୯ରେ ଶ୍ରୀଲକ୍ଷ ବିପକ୍ଷ ଟି-୨୦ ମ୍ୟାଚରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୧୦ରେ ଜିମ୍ବାଓ୍ୱେ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ ଅଶୋକ
ପ୍ରଧାନ ବିଚାରପତି କହିଲେ ‘ଆଇନ୍ ତା ବାଟରେ ଯିବ
୨୬ ଜାନୁଆରୀ ଅର୍ଥାତ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକମାନେ କରିଥିବା ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକୁ ନେଇ ଆଜି ସୁପ୍ରିମ୍ କୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କୋର୍ଟ ଏହି ମାମଲାରେ
ବରଗଡ଼ ଗସ୍ତରେ ୫-ଟି ସଚିବ,
ସକାଳ ୧୦ଟା ସମୟରେ ୫-ଟି ସଚିବ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସଟିଭଟାରୁ ପଦ୍ମପୁର ପାଇକମାଲ ରାସ୍ତା ଦେଇ ନୃସିଂହନାଥ ମନ୍ଦିର ଗସ୍ତ କରିଥିଲେ । Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ
ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍
ସୋନପୁର: ଭିଜିଲାନ୍ସ ଜାଲରେ ବନ ବିଭାଗ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଫରେଷ୍ଟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନା ଜଗବନ୍ଧୁ ବାରିକ । ଏକକାଳୀନ
ରିହାନଙ୍କ ଟୁଇଟ ନେଇ କାହିଁକି ରାଗିଗଲେ ପ୍ରଜ୍ଞାନ……
ଭୁବନେଶ୍ୱର:କେନ୍ଦ୍ର ସରକାର କୃଷି ନିୟମକୁ ବିରୋଧ କରି ଦିଲ୍ଲୀରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି । ବଲିଉଡ ଅଭିନେତାଙ୍କ ପରେ ଏବେ ହଲିଉଡର କେତେକ କଳାକାର ଏଥିରେ ମୁଣ୍ଡ ପୂରାଇବା ସହ ମନ୍ତବ୍ୟ