ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କିଙ୍ଗ କୋହଲି

ଚେପକ: ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ

ଭାରତରେ ଡିଜିଟାଲ ଜନଗଣନା ଲାଗି ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସଂସଦରେ ପେପର ଲେସ ତଥା ଟ୍ୟାବ୍ ମାଧ୍ୟମରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୭୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା କାୟା। ଉଭୟ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଗତ ୨୪ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୭୯ ନୂଆ ଆକ୍ରାନ୍ତ । ଏନେଇ

ଦିଲ୍ଲୀର ଏକ ପ୍ରମୁଖ ପ୍ରତିବାଦ ସ୍ଥାନ ସିଙ୍ଘୁ ସୀମାରେ ବିରୋଧ କରୁଥିବା କୃଷକମାନେ ପୋଲିସକୁ ବ୍ୟାରିକେଡ୍ ହଟାଇବାକୁ ଏବଂ ରାସ୍ତାରେ ଯାତାୟାତ ନ କରିବାକୁ ଧମକ ଦେଇଛନ୍ତି।

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ଉପରେ ବିରୋଧ ଜାରି ରହିଥିବାବେଳେ ହରିୟାଣାର କୃଷକମାନେ ମାନ୍ଦସୌରରେ ଟ୍ରେନ୍ ଅବରୋଧ କରିବାକୁ ଧମକ ଦେଇଛନ୍ତି। ଏ ନେଇ ଦିଲ୍ଲୀ ଏନସିଆରର ସିଙ୍ଘୁ ସୀମାରେ ଥିବା କୃଷକମାନେ ସୋମବାର

କଟକ ‘ସନ୍’ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ ୧।୨:ସୂଚନାଯୋଗ୍ୟ ଯେ, କଟକ ତୁଳସୀପୁରରେ ଥିବା ‘ସନ୍’ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ

ଅଗ୍ନିକାଣ୍ଡ ରେ 2 ବଖରା ଗୃହ ଭସ୍ମୀଭୂତ..

ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଚାଇଁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି 2 ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି।ଗତକାଲି ବିଳମ୍ବିତ ରାତ୍ରରେ, ଏହି ଅଗ୍ନିକାଣ୍ଡ ଘଟିଥିଲା, ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାପତ୍ର ସମେତ ଗୋଟିଏ

ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି

ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି  “ସାରା ଦେଶର ଅନେକ ଲୋକ ନୂଆ ନୂଆ ଶୌଳୀରେ ଆମ କଳାକୁ ଲୋକପ୍ରିୟ କରୁଛନ୍ତି। ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଥା ଦେଖନ୍ତୁ। ସେ ଇଞ୍ଜିନିୟରିଂ

ବ୍ରିଟେନ୍‌ର ନାଗରିକଙ୍କ ଉପରେ ଚୀନ୍‌ କାହିଁକି ନେଲା ପଦକ୍ଷେପ

ବେଜିଙ୍ଗ, ୩୧/୧: ଚୀନ ଏବଂ ବ୍ରିଟେନ୍‌ ମଧ୍ୟରେ ମାନ ମତାନ୍ତର ବୃଦ୍ଧି ପାଇବାରେ ଲାଗିଛି । ଚୀନ୍‌ ଗତକାଲି ଏନେଇ କହିଛି ଯେ, ବ୍ରିଟିଶ୍‌ ନାଶନାଲ ଏୟାରସିଜ୍‌(ବିଏନ୍‌ଏ) ପାସ୍‌ପୋର୍ଟକୁ ବୈଧ ଯାତ୍ରା ଦସ୍ତାବିଜ ବା

ହତ୍ୟା ଉଦ୍ୟମ କରିଥିଲେ ମହିଳା, ୮ ବର୍ଷ ପରେ ଧରିଲା ପୋଲିସ

ନୀଳଗିରି,୩୦/୦୧: ବେକକାଟି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ । ଅଭିଯୁକ୍ତ ମହିଳାଙ୍କୁ ନୀଳଗିରି ପୋଲିସ ଦୀର୍ଘ ୮ ବର୍ଷ ପରେ କାବୁ କରିବାରେ ହେଲା ସଫଳ । ବାଲଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଯୁବକଙ୍କୁ

ଜ୍ୟୋତିଷ ବିଚାର

ଅଦ୍ୟ ଜାନୁଆରୀ ୩୧ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ତୃତୀୟା ରାତ୍ରି ଘ୦୮/୩୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ପୂର୍ବା: ଫା ରାତ୍ରି ଘ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା: ଫାଚନ୍ଦ୍ର – ସିଂହଯୋଗ-ଶୋଭନକରଣ-ବାଣିଜ୍ୟସୌରମାସ -ମକର