ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କର ଆନ୍ଦୋଳନ ୧୦୦ ଦିନରେ ପହଂଚିଛି । ୩ଟି କୃଷି ଆଇନକୁ ପ୍ରତ୍ୟାପାର କରିବା ପାଇଁ ଚାଷୀମାନେ ଜିଦ ଧରିଛନ୍ତି । ଏହି ଅବସରରେ
Category: National
ପଡ଼ିଆକୁ ଓହ୍ଲାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଡିଓ ହେଲା ଭାଇରାଲ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସଚିନ ପଡ଼ିଆରେ ବ୍ୟାଟିଂ କରୁଥିବା ବେଳେ ପ୍ରଶଂସକମାନେ ବହୁତ
ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି
ସରକାର ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୨୫୯ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି ।
କର୍ଣ୍ଣାଟକର ବିଧାନସଭାରେ ନିଜ ସାର୍ଟ ଖୋଲିଦେଲେ କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର-
କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ପ୍ରଦର୍ଶନ କରିବା ବେଳେ ନିଜେ ପିନ୍ଧିଥିବା ସାର୍ଟକୁ କାଢ଼ି ଦେଇଛନ୍ତି । ଗଣମାଧ୍ୟମର ରିପୋର୍ଟରେ କୁହାଯାଉଛି ଯେ, ବିଧାୟକ ଭଦ୍ରାବତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମର
ମିଆଁମାର ହିଂସା: ନିଜ ଜୀବନକୁ ବାଜି ଲଗାଇ ସମାଜକୁ ଏମିତି ବାର୍ତ୍ତା ଦେଲେ ୧୯ ବର୍ଷୀୟ ଯୁବତୀ
୧୯ ବର୍ଷୀୟ ଏଞ୍ଜେଲ ଯେତେବେଳେ ମିଆଁମାରର ସେନା ବିରୋଧରେ ବିରୋଧ-ପ୍ରଦର୍ଶନରେ ଶାମିଲ ହୋଇଥିଲେ, ସବୁକିଛି ଠିକ୍ଠାକ ଆଶା କରାଯାଉଥିଲା । ନୃତ୍ୟ ଶିଳ୍ପୀ ଓ ତାଇକୋଣ୍ଡୋ ଚାମ୍ପିଅନ ଏଞ୍ଜେଲ ଏକ କଳାରଂଗର ଟି-ସାର୍ଟ ପିନ୍ଧିଥିଲେ
ଆସାମରେ ୯୨ ଆସନରେ ପ୍ରାର୍ଥୀ ଦେବ ବିଜେପି! ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର
ଆସାମ ଓ ପଶ୍ଚିମବଙ୍ଗରେ ସିଟ ଭାଗବଣ୍ଟା ଏବଂ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଷ୍ପତ୍ତି
କରୋନା କାଳରେ ଭାରତର ୨୫ କୋଟି ପିଲାଙ୍କ ଶିକ୍ଷା ଉପରେ ପ୍ରଭାବ ପଡ଼ିଛି: UNICEF
ମହାମାରୀ କୋଭିଡ୍ ସମୟରେ ସମସ୍ତ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୟୁନିସେଫ୍ (UNICEF) ଜାରି କରିଥିବା ରିପୋର୍ଟ ଅନ୍ୟ କିଛି କହୁଛି । ରିପୋର୍ଟ ଅନୁସାରେ, ମହାମାରୀ
କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଏହି କମ୍ପାନୀ
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍ ଏବଂ କନସଲଟିଂ ଓ ଆଉଟସୋର୍ସିଂ କମ୍ପାନୀ Accenture Plc ଭାରତରେ ସେମାନଙ୍କ କର୍ମଚାରୀଙ୍କ କୋଭିଡ ଟିକାକରଣ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛନ୍ତି।ଭାରତରେ ଟୀକାକରଣ
ନୂଆ ଡିଜିଟାଲ୍ ମିଡିଆ ଗାଇଡଲାଇନରେ ହସ୍ତକ୍ଷେପ କରିପାରିବେନି ରାଜ୍ୟ
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ-୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ ।
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ
ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ।