କରୋନା ମହାମାରୀର ମୁକାବିଲା ନିମନ୍ତେ ପ୍ରାୟ ୭ ମାସ ପୂର୍ବେ ଲାଗୁ ହୋଇଥିବା ସମସ୍ତ ଆର୍ଥିକ କଟକଣାକୁ ଉଠାଇ ନେଇଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷର ବାକିଥିବା ଅବଧି ପାଇଁ ଏହି
Category: National
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ୍: ଗଣଶିକ୍ଷା ବିଭାଗ
ବଢ଼ୁଛି ଖରା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ମାର୍ଚ୍ଚ ପହିଲାରୁ ବଦଳିବ ସ୍କୁଲ ସମୟ । ସକାଳୁଆ ସ୍କୁଲ୍ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି । ନବମ
ରାଜ୍ୟରେ ୧୦୯୯ ପଦବୀ ଖାଲି ପଡିଛି, ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ –
ବିଧାନସଭାରେ ଉଠିଲା ଏଏନଏମ ନିଯୁକ୍ତି ପ୍ରସଙ୍ଗ । ଆନ୍ଦୋଳନରତ ଏଏନଏମ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ଗୃହରେ ଆଜି ଏଏନଏମ ନିଯୁକ୍ତି ପ୍ରସଙ୍ଗରେ ବିବୃତି ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ । ଆଜି
କୁନିକୁ ସହାୟତାର ହାତ ବଢ଼ାଇ ହୃଦୟ ଜିଣିଲେ ସବ୍ୟସାଚୀ-
ପୁଣି ହୃଦୟ ଜିଣିଲେ ସବ୍ୟସାଚୀ । ପୁରୀର କୁନିଙ୍କ ମୁହଁରେ ଫେରାଇଲେ ହସ । କୁନିଙ୍କ ଟ୍ୟୁମର ସଂପର୍କରେ ଏକ ଖବର ଦେଖି ସହାୟତାର ହାତ ବଢ଼ାଇଥିଲେ ସବ୍ୟସାଚୀ । ଏବେ କୁନି ଯନ୍ତ୍ରଣାରୁ
ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ, ବିଏସଏଫ ଯବାନ ଠାବ କଲେ ବିପୁଳ ବିସ୍ଫୋରକ
ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ । ଅଘଟଣରୁ ବର୍ତ୍ତିଲେ ବିଏସଏଫ ଯବାନ । ଠାବ ହେଲା ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଡାପଦର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର
ମେଜିକ ଟାୟାର ବଜାର କୁ ଆଣିଛନ୍ତି ସମ୍ବଲପୁର ର ବୈଜ୍ଞାନିକ, ପମ୍ପଚର କେବେ ହେବନି-
ଏକ ମେଜିକ ଟାୟାର ବଜାରକୁ ଆସିଛି । ଏହା ଯେଉଁ ଗାଡ଼ିରେ ଲାଗିଥିବ ସେ ଗାଡି ରାସ୍ତାରେ ପମ୍ପଚର ହେବନି କି ଚକ ଫାଟିବନି । ସମ୍ବଲପୁର ର ଜଣେ ଇଞ୍ଜିନିୟର ଏହି ବିରଳ ଟାୟାର
ଜମ୍ମୁରେ କଂଗ୍ରେସର ‘ଅସନ୍ତୁଷ୍ଟ ନେତା’ ଏକତ୍ର ହେଲେ: ରାହୁଲଙ୍କ ବୟାନ ଉପରେ ହୋଇପାରେ ଚର୍ଚ୍ଚା-
କଂଗ୍ରେସ ପାର୍ଟିର ଅନ୍ତଃଦ୍ୱନ୍ଦ୍ୱ ପୁଣିଥରେ ଦେଖିବାକୁ ମିଳିଛି । ଯଦିଓ ଏହା ପୂରାପୁରି ସାମ୍ନାକୁ ଆସି ନାହିଁ ତଥାପି ଦଳରେ କିଛି ନେତା ଅସନ୍ତୁଷ୍ଟ ଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଉତ୍ତର
ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ଆଜି ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ । ପାରମ୍ପାରିକ ବିଧି ଅନୁସାରେ ମାଘ ମାସ ପୂର୍ଣ୍ଣିମା ତିଥିରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଗଜଉଦ୍ଧାରଣ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି
ଅଦା ବୋଝେଇ ଟ୍ରକରୁ ୭୩୮ କେଜି ସବୁଜ ଜହର( ଗଞ୍ଜେଇ) ଜବତ ଏବଂ ତିନି ଜଣ ଗିରଫ – ଜୟପୁର
ଗଞ୍ଜେଇ ଚାଲାଣର ନୂଆ ତରିକା । ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୭୩୮ କେଜି ଗଞ୍ଜେଇ ଜବତ କଲା ଜୟପୁର ପୋଲିସ । କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ
ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ କଡା ଗାଇଡ୍ଲାଇନ, 24 ଘଣ୍ଚାରେ ହଟିବ ଆପତ୍ତିଜନକ କଣ୍ଟେଣ୍ଟ
ଦେଶରେ ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ ଆସିବ ଗାଇଡ୍ଲାଇନ । ଗାଇଡ୍ଲାଇନ୍ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ପ୍ରେସ୍ମିଟରେ ସୂଚନା ଦେଇଛନ୍ତି । ଅଭିଯୋଗ ଆସିଲେ ତଦନ୍ତ

