ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଗଡିବ ନୂଆ ଟ୍ରେନ: ଧର୍ମେନ୍ଦ୍ର

ସମ୍ବଲପୁରରୁ କୋଲକାତାକୁ ଗଡିବ ଟ୍ରେନ । ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍‌ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ନୃତ୍ୟ, ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପିଲା ପରିବେଶ

ଏ ପୁରସ୍କାର ମୋର ନୁହେଁ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କର”। ଦିଲ୍ଲୀରୁ ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ଭୁବନେଶ୍ୱର ଫେରିବା ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରିୟ ନେତାଙ୍କୁ

ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ହେବେ ଅଧିନାୟକ

ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସୁଛି। ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚୌକା, ଛକା ମାରିବେ। ରିପୋର୍ଟ ମୁତାବକ, ସଚିନ ଆସନ୍ତା ସେପ୍ଟେମ୍ବର ୧୦ରୁ ଅକ୍ଟୋବର

ସୋନିଆ ଗାନ୍ଧିଙ୍କ ମା’ଙ୍କ ପରଲୋକ

କଂଗ୍ରେସ ଅଧ୍ୟକ୍ଷ‌ା ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋଙ୍କର ଗତ ଶନିବାର ( ଅଗଷ୍ଟ ୨୭) ଦିନ ପରଲୋକ ଘଟିଛି। ଇଟାଲି ସ୍ଥିତ ବାସଭବନରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପାଓଲା ମାଇନୋଙ୍କର ୯୯ ବର୍ଷ ବୟସରେ

ତାଜମହଲର ନାମ ହେବ ‘ତେଜୋ ମହାଳୟା’ ! ଜୋର୍‌ ଧରିଛି ଚର୍ଚ୍ଚା ଆଲୋଚନା

ଆଗ୍ରାର ତାଜମହଲ ଦୁନିଆର ଅନ୍ୟତମ ଆଶ୍ଚର୍ଯ୍ୟ। ହେଲେ ଏହାର ଅସ୍ତିତ୍ୱକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି। ଯେଉଁଠି ଗୋଟିଏ ପଟେ ରାସ୍ତା, ଛକ ଏବଂ ଜିଲ୍ଲା ଗୁଡ଼ିକର ନାମ ବଦଳା ଯାଉଛି, ସେଠି ତାଜମହଲର ନାମ ପରିବର୍ତ୍ତନକୁ

ଖାଉଟିଙ୍କୁ ଆଶ୍ୱସ୍ତି : ୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର

ଦେଶରେ ମହଙ୍ଗା ମାଡର ସାମ୍ନା କରୁଥିବା ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ସେପ୍ଟେମ୍ବର ୧ରୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି

ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା, ଘୋଷଣା କଲା ଏନଆଇଏ

ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା । ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା । ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ପୁଣି ଭେଣ୍ଟିଲେଟରକୁ କରାଗଲା ସ୍ଥାନାନ୍ତର

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ଆସିବା ପରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। କ୍ରମାଗତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉତ୍‌ଥାନ ପତ୍ତନ ଲାଗି ରହିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବଙ୍କୁ ୧୦୦ ଡିଗ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ । ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନିତ ହେବେ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀରେ ଆସନ୍ତା ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ

ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା, ସରକାରଙ୍କ ଅନୁଦାନରେ ମିଶନ ଶକ୍ତିର ପ୍ରୟାସ

ରାଜ୍ୟବାସୀଙ୍କୁ ଆଉ କିଣିବାକୁ ପଡ଼ିବ ନାହିଁ ତି୍ରରଙ୍ଗା ପତାକା ।  ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା। ମାଗଣାରେ ଜାତୀୟ ପତାକା ଯୋଗାଇଦେବ ମିଶନ ଶକ୍ତି ଗୋଷ୍ଠୀ। ଏଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ଅନୁଦାନ ।

1 7 8 9 10 11 34