ଆଜି ସନ୍ଧ୍ୟା ୫ଟା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସି କ୍ୟାମ୍ପସ୍ରେ ୪ଟି କୋଠାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ ପାଠାଗାର ସହ କଳା
Month: February 2021
ଆନ୍ଧ୍ର ଓଡିଶା ସୀମା ବିବାଦ ନେଇ ସୁପ୍ରିମକୋର୍ଟ ଯିବେ ସରକାର:
ଆନ୍ଧ୍ର ଓଡିଶା ସୀମା ବିବାଦ ବଢିବାରେ ଲାଗିଛି । ଏବେ ଭାଙ୍ଗିଲା ସରକାରଙ୍କ ନିଦ । ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟ ଯିବେ ସରକାର । ରଣନୀତି ସ୍ଥିର କରିବାକୁ ଆଜି ବସିବ ବୈଠକ
ଯାତ୍ରାରେ ଝରାଫୁଲ
ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ପରେ ପୁରା ଓଡ଼ିଶାରେ ଏହି ନା ଟି ଖୁବ୍ ଚର୍ଚ୍ଚିତ ହୋଇଛି । ଏବେ ନାଟକରେ ବି ଝାରାଫୁଲ ଙ୍କ କାହାଣୀ ବର୍ଣ୍ଣିତ ହେବାକୁ ଯାଉଛି। ଯାତ୍ରା
ବିପୁଳ ପରିମାଣର ଗଂଜେଇ ସହ କାର ଜବତ ସହ ଡ୍ରାଇଭର ଗିରଫ
ନବରଙ୍ଗପୁର ଜିଲ୍ଲା ମୈଦାଲପୁର ଫାଣ୍ଡି ପୋଲିସ ଦ୍ୱାରା ବିପୁଳ ପରିମାଣର ଗଂଜେଇ ସହ ଏକ କାର ଜବତ କରାଯାଇଛି । ଏହା ସହ କାର ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ
ଟିଟିଲାଗଡ ଉପ କାରାଗରରେ ଲଭ ସେକ୍ସ ଓ ଧୋକ୍କା, ଆଣିଲେ ଅନ୍ତେବାସିନୀ ମହିଳା ଅଭିଯୋଗ
ଟିଟିଲାଗଡ ଉପ କାରାଗରରୁ ଆସିଛି ଲଭ ସେକ୍ସ ଓ ଧୋକ୍କା ଭଳି ସଙ୍ଗୀନ ଅଭିଯୋଗ । ଜଣେ ଅନ୍ତେବାସିନୀ ମହିଳା ଆଣିଛନ୍ତି ଏପରି ଅଭିଯୋଗ । ପାରବାରିକ ବିବାଦକୁ ନେଇ ଜଣେ ମହିଳା ଗତ
ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ : ୪ ଆହତ, ବର୍ତ୍ତିଲେ 50 ଯାତ୍ରୀ
ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଏହି ଘରୋଇ ବସ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ । ସୂଚନାନୁସାରେ,
ପୁଣି କାରଗାରରେ ବିଚରାଧିନ କଏଦୀଙ୍କ ମୃତ୍ୟୁ,
ପୁଣି କାରଗାରରେ ବିଚରାଧିନ କଏଦୀଙ୍କ ମୃତ୍ୟୁ, ଜେଲରେ ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ-ରାଜ୍ୟରେ ଜେଲ ଭିତରେ ଗୋଟିଏ ପରେ ଗୋଟିଏ କଏଦୀଙ୍କ ମୃତ୍ୟୁ ଜେଲ ଅନ୍ତେବାସୀଙ୍କ ସୁରକ୍ଷା ଉପରେ ଏକ ପ୍ରଶ୍ନ
ବୟନ ଶିଳ୍ପ ମନ୍ତ୍ରୀଙ୍କ ଗାଡି ଧକ୍କାରେ ଗାଡ଼ି ଚାଳକ ଗୁରୁତର
ବୋରିଗୁମ୍ମା ଥାନା ଛତରଲା ନିକଟରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର। ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ବୋରିକୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କୁ କୌଣସି
ଝରାଫୁଲ ମୃତ୍ୟୁ ମାମଲା: ଅଭିଯୁକ୍ତ ରାକେଶକୁ ପୁଣି ଥରେ ରିମାଣ୍ଡ ରେ ନେଇପାରେ
ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ଏଯାଏଁ ପରଦା ଉଠାଇ ପାରୁନି ପୋଲିସ୍ । ସବୁ ପାରିପାଶ୍ୱିର୍କ ପ୍ରମାଣ ବି ମୃତ୍ୟୁର କାରଣ ସ୍ପଷ୍ଟ କରିପାରୁନାହିଁ । ଅନ୍ୟପଟେ ରାକେଶର ଅନ୍ୟ ସହଯୋଗୀ
ଚିନ୍ତାରେ ଚାଷୀ, ଶୀତକାକରରେ ମଣ୍ଡିରେ ପଡିଛି ଧାନ
ମଣ୍ଡିରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ଶୀତକାକରରେ ବସ୍ତା ବସ୍ତା ଧାନ ମଣ୍ଡିରେ ପଡି ରହିଥିବା ଚାଷୀ ଅଭିଯୋଗ କରିଛନ୍ତି । ମାସ ମାସ ପରେ ବି ବିକ୍ରି ନ ହୋଇ ଧାନ