ହେଲପିଙ୍ଗ ହାଣ୍ଡସ ସଙ୍ଗଠନ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ପାଣି ବଣ୍ଟନ

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ହେଲପିଙ୍ଗ ହାଣ୍ଡସ ବହୁତ କାର୍ଯ୍ୟ କରି ସାରିବା ସ୍ୱତେ ପୁଣି ଥରେ ରଥଯାତ୍ରା ଉପଲକ୍ଷେ ଆଉ ଏକ କାର୍ଯ୍ୟ କରି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର

ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠରେ ମହାଆଡ଼ମ୍ବରରେ ଘୋଷଯାତ୍ରା ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ରେ ଶାନ୍ତି ଶୃଙ୍ଖଳା ସହିତ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ଯାତ୍ରା ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି l

ରାଶିଫଳ: ୨୧-୦୬-୨୦୨୩

ମେଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଅଯଥା କାମକୁ ନେଇ ଚିନ୍ତାରେ ରହିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବିବାହ ପ୍ରସ୍ତାବ ଆସିବ। ବୃଷ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

ଖବର ଆଜିର:ତାରିଖ ୨୧/୦୬/୨୩, ବୁଧବାର

୧-ପୁରୀ:ବଡ଼ ଦାଣ୍ଡରେ ଦାରୁ ଦେବତା, ପହଞ୍ଚିଲା ତାଳଧ୍ଵଜ,ବାଟରେ ସୁଭଦ୍ରା ଓ କାଳିଆ ସାଆନ୍ତ। ୨-+୨ ନାମଲେଖା ପାଇଁ ଆବେଦନ ସମୟସୀମା ଜୁନ ୨୬ ଯାଏଁ ବୃଦ୍ଧି। ୩-କେତେ ଭାବ, କେତେ ଭଙ୍ଗୀ ! ରଥାରୁଢ଼

 ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ ଭିତରକୁ ଯାଇ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି। ପ୍ରବଳ ଭିଡ଼ରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟାଣିଛନ୍ତି

ମଇଳା ପାଣିରେ ଉବୁଟୁବୁ ହେଉଛନ୍ତି ଭବାନୀପାଟଣା ମୁନସିପାଲଟିର 6 ନମ୍ବର ୱାର୍ଡ ବାସି

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ପ୍ରବଳ ଝଡ଼ ତୋଫାନ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ପାଣିଜମିଥିବା ବେଳେ ମୁନସିପାଲଟିର 6ନମ୍ବର ୱାର୍ଡରେ ମଇଳା ପାଣି ପଶିବା ଫଳରେ ଲୋକେ ବହୁ ହନ୍ତସନ୍ତ ହେଉଛନ୍ତି।

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କଲା ସ୍ବାମୀ

ସୋନପୁର ଜିଲ୍ଲା ହିକୁଡି ଗ୍ରାମରେ ସ୍ବାମୀ ସୁରଥ ସୁନା ଏକ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀ ନଳିନୀ ସୁନାଙ୍କୁ ଆକ୍ରମଣ କରିଥିଲେ । ଫଳରେ ପିଠିରେ ଓ କାନ ପାଖରେ ଆଘାତ ଲିଗିଥିବାରୁ ସଙ୍ଗେ

ଖବର ଆଜିର: ତାରିଖ ୨୦/୦୬/୨୩, ମଙ୍ଗଳବାର

୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ। ଦିନ ୯ଟା୩୦ରେ ହେବ ପହଣ୍ଡି, ଅପରାହ୍ନ ୪ଟାରେ ରଥ ଟଣା। ୨-ପଶ୍ଚିମ ଜଳିଲା, ଉପକୂଳରେ

ଖବର ଆଜିର:ତାରିଖ ୧୯/୦୬/୨୩, ସୋମବାର

୧-ଆଜିଠୁ ସ୍ନାତକ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୪ ଯାଏଁ ଚାଲିବ। ୨-JEE ADVANCED ଫଳ ପ୍ରକାଶିତ, ଶୀର୍ଷରେ ଭାଭିଲା ଚିଡଭିଲାସ୍ ରେଡ୍ଡୀ। ୩-ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି; ୪୬ଂ ଛୁଇଁଲା

ଖବର ଆଜିର:ତାରିଖ ୧୮/୦୬/୨୩, ରବିବାର

ଖବର ଆଜିରତାରିଖ ୧୮/୦୬/୨୩, ରବିବାର ୧-୬୦୦ ଫୁଟକୁ ଖସିଲା ହୀରାକୁଦ ଜଳସ୍ତର, ମୈ।ସୁମୀ ବିଳମ୍ବିତ ହେଲେ ବଢ଼ିବ ସମସ୍ୟା। ୨-ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ।କିଏ କହୁଛି ଭାଜି