ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୧୧୬ ଚିହ୍ନଟ-

ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ମହାମାରୀ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀରେ ହାହାକାର : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ ଅରବିନ୍ଦ କେଜ୍ରିୱାଲ ନିବେଦନ କଲେ-

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଜି କହିଛନ୍ତି ମୁଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଅନୁରୋଧ କରୁଛି ଯଦି ସେମାନଙ୍କ ପାଖରେ ବଳକା ଅକ୍ସିଜେନ ଅଛି ତାହାକୁ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ ।

ବାଚସ୍ପତି: ଶୀଘ୍ର ଡିଜିଟାଲାଇଜ୍ ହେବ ବିଧାନସଭାର ସମସ୍ତ ରିପୋର୍ଟ –

ଓଡ଼ିଶା ବିଧାନସଭାର ସମସ୍ତ ରିପୋର୍ଟ ଶୀଘ୍ର ଡିଜିଟାଲାଇଜ୍ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବୈଠକରେ କହିଛନ୍ତି ।

ଆଇପିଏଲ୍‌: ଗେଲ ଓ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇ ୯ ୱିକେଟ୍‌ରେ ପରାସ୍ତ –

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୭ତମ ମୁକାବିଲାରେ ପଂଜାବ କିଙ୍ଗ୍‌ସ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍‌ସକୁ ୯ ୱିକେଟ୍‌ରେ ପରାସ୍ତ କରିଛି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ପଂଜାବ କିଙ୍ଗ୍‌ସ ଟସ୍ ଜିଣି ପ୍ରଥମେ ବୋଲିଂ

କେନ୍ଦ୍ରସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଅକ୍ସିଜେନ ଓ ଟିକା ଉପରୁ ଶୁଳ୍କ ଛାଡ –

କରୋନା ଟିକା ଓ ଅକ୍ସିଜେନ ଉପରୁ ଶୁଳ୍କ ଛାଡ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ସିଜେନ ଅଭାବ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।

ଭାରତୀୟ ବାୟୁସେନା ଅକ୍ସିଜେନ ଟ୍ରନ୍ସପୋର୍ଟ ପାଇଁ ୪ ଟି କ୍ରାୟୋଜନିକ ଟ୍ୟାଙ୍କକୁ ସିଙ୍ଗାପୁରରୁ ଭାରତ ଆଣିବ

ଦେଶରେ କରୋନାର କରୁଣ ପରିସ୍ଥିତି ଜାରି ରହିଥିଲା ବେଳେ ୪ଟି କ୍ରାୟୋଜନିକ ଟ୍ୟାଙ୍କକୁ ସିଙ୍ଗାପୁରରୁ ଭାରତ ଆଣିବ ଭାରତୀୟ ବାୟୁସେନା ।

ସୁରକ୍ଷା ବ୍ୟବସ୍ଥା ଢିଲା , ବଡବିଲ ରେଳଷ୍ଟେସନରେ ଅନେକ ବେଙ୍ଗଲ ଫେରନ୍ତା

ବଡବିଲ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଢିଲା ରହିଥିବାରୁ ଅନେକ ବେଙ୍ଗଲ ଫେରନ୍ତା ସେହି ବାଟେ ଆସୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସଂକ୍ରମଣ ଭୟ ବଢିଛି।

ଦୂର ହେବ ଟିକା ଅଭାବ , ଆଜି ରାଜ୍ୟକୁ ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ

ରାଜ୍ୟରେ ଟିକା ଅଭାବ ପାଇଁ ଆଜି ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।