ରାଜ୍ୟରେ ନକଲି କାରବାରର ଚେର ସମଗ୍ର ରାଜ୍ୟ ସାରା ବ୍ୟାପି ସାରିଲାଣି । କେବଳ କଟକ, ଭୁବନେଶ୍ୱରରେ ନୁହେଁ ଏବେ ନବରଙ୍ଗପୁର ଭଳି ଜିଲ୍ଲାରେ ବି ଦେଖିବାକୁ ମିଳିଲାଣି ଏହି ନକଲି କାରବାର ।
Category: State
ଅର୍ଥାଭାବର କରୁଣ ପରିଣତି, ସ୍ବାମୀକୁ ଭଲ କରିବା ପାଇଁ ପାଞ୍ଚ ମାସର ଶିଶୁକୁ ବିକିଲା ମା
ଜୀବନ ଯୁଦ୍ଧ ଆଗରେ ମା’ର ମମତା ହାର ମାନିଛି । ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ରୁଗ୍ଣ ସ୍ବାମୀକୁ ଭଲ କରିବା ପାଇଁ ୧୦ ହଜାର ଟଙ୍କାରେ ନିଜ ପାଞ୍ଚ ମାସର
ଖୋଲା ବିତର୍କ ପାଇଁ ଚାଲେଞ୍ଜ ଦେଲା ବିଜେପି ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ହୋଇପାରୁନି ରେଳ ପ୍ରକଳ୍ପର ବିକାଶ
ରାଜ୍ୟ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଲେ ବିଜେପି ନେତା ଗୋଲକ ମହାପାତ୍ର । ରେଳ ଅନୁଦାନ ପ୍ରସଙ୍ଗରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଲା ବିଜେପି । ମାଷ୍ଟରକ୍ୟାଣ୍ଟିନ ଛକକୁ ଆସନ୍ତୁ
ରାଜ୍ୟ ବିକାଶର ଆଉ ଏକ ଏକ ବିକଳ ଚିତ୍ର ଖଟିଆରେ ବୁହାହେଲେ ରୋଗୀ ଚିକିତ୍ସ ଅଭାବରୁ ଆଖି ବୁଜିଲେ
ରାଜ୍ୟ ସରକାର ରାଜ୍ୟର ବିକାଶ ର ଅନେକ ପ୍ରଚାର କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ବିକାଶର ବିକଳ ଚିତ୍ର ସାମ୍ନାକୁ ଆସୁଛି । କେବଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ରାଜ୍ୟର ଅନେକ
ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ନେଇ ବଢୁଛି ସସ୍ପେନ୍ସ ମରିଗଲେ ନା ମାରିଦେଲେ
ଗତ ଜାନୁଆରୀ ୨ କଟକ ମାହାଙ୍ଗାରେ ଅତି ବର୍ବରଚିତ ଭାବରେ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଏହି ମାମଲାରେ ଅନେକ
ଷଡଯନ୍ତ୍ର ପଦାରେ ପଡିବା ଭୟରେ ମାହାଙ୍ଗା ହତ୍ୟା ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି; ବିଜେପି
ମାହାଙ୍ଗା ଡବଲ ମର୍ଡରକୁ ନେଇ ପୂର୍ବରୁ ରାଜ୍ୟ ରାଜନୀତି ବେଶ୍ ସରଗରମ ଥିବା ବେଳେ ଏବେ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ପରେ ପୁଣି ସରକାରଙ୍କୁ ଟାର୍ଗେଟ
ମୁଣ୍ଡ ବିହୀନ ମୃତଦେହ ମାମଲା ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ପରେ କଟାଯାଇଛି ମୁଣ୍ଡ ॥॥
ଭୁବନେଶ୍ୱର ଚନ୍ଦକା ରାସ୍ତାରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ନୂଆ ଟ୍ୱିଷ୍ଟ୍ । ଏହି ମାମଲାରେ ଏବେ ପୋଲିସ ହାତରେ ବଡ ସୁରାକ ଲାଗିଛି। ମହିଳାଙ୍କୁ ପ୍ରଥମେ ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା
ଚମ୍ପାବନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୋଲିସର ତଦନ୍ତ ଜାରି
ମାନସିକ ଚାପ ହରାଇ ଚମ୍ପାବନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ଯୁବକ ।ଏପରି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ । ସୁଚନା ଅନୁସାରେ ଯୁବକ ଜଣକ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ
ଓଡିଶା ଓ ଛତିଶଗଡ ମହାନଦୀ ଜଳ ବିବାଦର ମାମଲା ଟ୍ରିବ୍ୟୁନାଲରେ ଶେଷ ହେଲା ଆଜିର ଶୁଣାଣୀ
ଆଜି ଓଡ଼ିଶା ଓ ଛତିଶଗଡ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ର ଶୁଣାଣୀ ଶେଷ ହୋଇଛି । ଓଡ଼ିଶାର କାଉଣ୍ଟର ପ୍ରସ୍ତାବ ଉପରେ ସମୟ ନେଲା ଛତିଶଗଡ଼ । ତେବେ ଛତିଶଗଡକୁ ୩
ଆଦୀବାସୀ ମେଳା ୨୦୨୧ ରାଜଧାନୀ ବାସୀଙ୍କୁ ବେଶ ଆକୃଷ୍ଟ କରିଛି କେନ୍ଦୁଝର ପ୍ରସିଦ୍ଧ ଆଦିବାସୀ ମହିଳାଙ୍କ ହାତ ତିଆରି ବଡ଼ି ପାମ୍ପଡ଼
ସବୁ ବର୍ଷ ଭଳି ଚଳିତ ବର୍ଷ ବି ଜାନୁଆରୀ ୨୬ ରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏବର୍ଷ କିନ୍ତୁ କରୋନା କଟକଣା ଭିତରେ ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିବାରୁ

