ପଣ୍ଡ ହେଲା ଡ଼କାୟତିଙ୍କ ସବୁ ଯୋଜନା । ଡ଼କାୟତି କରିବା ପୂର୍ବରୁ ପୋଲିସ୍ ହାତରେ ଧରାପଡ଼ିଲେ ୮ଜଣ ଡ଼କାୟତ । ଗତକାଲି ପିପିଲି ନିର୍ବାଚନ ମଣ୍ଡଳୀରେ ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଘନଘନ ପାଟ୍ରୋଲିଂ
Category: Regional
ଜଗତର ନାଥ ଜଗନ୍ନାଥଙ୍କ ବନକ ଲାଗି ନୀତି ଆଜି, ସର୍ବସାଧାରଣଙ୍କ ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ
ଆଜି ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪
ଜଣେ ଯାତ୍ରୀଙ୍କୁ କଣ୍ଡକ୍ଟର ଧକ୍କା ଦେଇଥିବା ଅଭିଯୋଗ, ଗୁରୁତର ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱରର ହଂସପାଳରେ ‘ମୋ ବସ୍’ର କଣ୍ଡକ୍ଟର ଧକ୍କା ଦେବାପରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଯାତ୍ରୀ ଜଣକ ହେଲେ ନିର୍ମଳେନ୍ଦୁ ପରିଡା ଅଭିଯୋଗ କରିଛନ୍ତି ଯେ ବସ୍ କର୍ମଚାରୀ ତାଙ୍କୁ ଚାଲୁଥିବା ବସରୁ
ସଚିନ ଓ ୟୁସୁଫଙ୍କ ପରେ ଇରଫାନ ପଠାନ କରୋନା ପଜିଟିଭ୍
ରୋଡ଼ ସେଫ୍ଟି ୱାଲ୍ଡ ସିରିଜ-୨୦୨୧ରେ ସାମିଲ ହୋଇଥିବା ଆଉ ଜଣେ କ୍ରିକେଟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଅଲରାଉଣ୍ଡର ଇରଫାନ ପଠାନ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି
ଧନବାଦର ପରିବା ବଜାରରେ ସିଲିଣ୍ଡର ବିସ୍ଫୋରଣରେ ୪୦ ଦୋକାନରେ ଲାଗିଲା ନିଆଁ-
ଝାଡ଼ଖଣ୍ଡର ଧନବାଦରେ ହୋଲିର ରଂଗ ଫିକା ପଡ଼ିଯାଇଛି । ସଢ଼େଇଢେଲା ଥାନା ଅଂଚଳରେ ଥିବା ଏକ ପରିବା ବଜାରରେ ଅଚାନକ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୪୦ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି ।
ନନ୍ଦୀଗ୍ରାମରେ ମମତା ଓ ଶାହାଙ୍କ ଲଢ଼େଇ!
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୧ ତାରିଖରେ ହେବ । ଏଥି ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଅନ୍ତିମ ଦିନର ପ୍ରଚାର ଅବସରରେ ନନ୍ଦୀଗ୍ରାମରେ ତମାମ
କରୋନା ଭୟ, ପୁଣି ଏକ ଘରୋଇ କଲେଜରୁ ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ଅଧିକ ଭୟ ବଢାଇଛି କରୋନା । ଭୁବନେଶ୍ୱର ପରେ ଏବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମଧ୍ୟ ଏକ ଘରୋଇ
ସୁନ୍ଦରଗଡ଼ ଟାଉନଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା, ୫ ଜଣିଆ ଡକାୟତ ଦଳକୁ ଧରିବାରେ ସଫଳ
ସୁନ୍ଦରଗଡ଼ ଟାଉନଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା । ବହୁଦିନରୁ ଖୋଜୁଥିବା ୫ ଜଣିଆ ଡକାୟତ ଦଳକୁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ କାବୁ କରିଛି । ଏହି ୫ ଜଣିଆ ଦଳ
ତହସିଲଦାର ଭୟରେ ୨୦ଲକ୍ଷର ଲାଞ୍ଚ ଟଙ୍କା ଜାଳିଦେଲେ
ରେଡ଼ ପୂର୍ବରୁ ତହସିଲଦାର ଛାନିଆ, ଧରା ପଡ଼ିବା ଭୟରେ ଜାଳିଦେଲେ 20ଲକ୍ଷ ଟଙ୍କା । ରାଜସ୍ଥାନର ସିରୋହି ଜିଲ୍ଲାର ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ଘରେ ରେଡ୍ କରିବା ପାଇଁ ଯିବା ସମୟରେ ଗ୍ୟାସରେ
ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍
ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଗଡିବ ମେମୁ ଟ୍ରେନ୍ । ୭ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଭୁବନେଶ୍ବରରୁ

