କଟକରୁ ଜବତ ହେଲା ପାଖାପାଖି ଏକ କ୍ୱିଣ୍ଟାଲ ପରିମାଣର ଚୋରା ଚନ୍ଦନ କାଠ । ଚୋରା କାଠ ଜବତ ସହ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଜବତ ଚନ୍ଦନ କାଠ
Category: Regional
ଆସାମ ବିଧାନସଭା ନିର୍ବାଚନ: ୨ୟ ଦଫାରେ କଂଗ୍ରେସର ୨୬ ଜଣିଆ ପ୍ରାର୍ଥୀ ତାଲିକା ଜାରି
ଆସାମ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ବୁଧବାର ନିଜର ୨ୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୨୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି । ଆସାମରେ ହେବାକୁ
ବାଲୁକା ଶିଳ୍ପୀ ମାନସ ସାହୁ ମହାଶିବରାତ୍ରୀର ଶୁଭେଛା ବାଲୁକା କଳା ମାଧ୍ୟମରେ ଜଣାଇଲେ –
ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମିରେ ମାନସ କରିଥିବା ବାଲୁକା କଳା ମାଧ୍ୟମରେ କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ
ଶିମିଳିପାଳ ଜଙ୍ଗଲରେ କୁଆପଥର ବର୍ଷା
ଶିମିଳିପାଳ ଜଙ୍ଗଲ ଜଳିବା ଖବର ବିଚଳିତ କରିଥିବାବେଳେ ଆଜି ସେଠାରେ କୁଆପଥର ବର୍ଷା ହୋଇ ସମସ୍ତଙ୍କୁ ଆଶ୍ବସ୍ତି କରିଛି। ଶିମିଳିପାଳର ବିଭିନ୍ନ ସ୍ଥାନରେ ଆଜି କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ
ହରିଦ୍ୱାର କୁମ୍ଭର ପ୍ରଥମ ସାହୀ ସ୍ନାନ ଆଜି; ହର କି ପୌଡିରେ ଶ୍ରଦ୍ଧାଳୁଙ୍କ ଭିଡ଼,
ମହାଶିବରାତ୍ରୀ ଅବସରରେ ଆଜି ହରିଦ୍ୱାର କୁମ୍ଭର ପ୍ରଥମ ସାହି ସ୍ନାନ ଅନୁଷ୍ଠିତ ହେଉଛି । ଏଥି ପାଇଁ ଆଜି ଜୁନା ଆଖଡ଼ା, ଆହ୍ୱାନ ଆଖଡ଼ା, ଅଗ୍ନି ଆଖଡ଼ା ଓ କିନ୍ନର ଆଖଡ଼ା ଦିନ ୧୧ଟାରେ
୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କନ୍ଧ ନୟାଗଡ ବାଇପାସ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ଏକ ବୁଲେଟ୍ ଉପରେ ଏକ ହାଇୱା ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି
କରୋନା କଟକଣା ସହ ରାଜ୍ୟରେ ପାଳନ ହେଉଛି ଶିବରାତ୍ରୀ, ଏକାଧିକ ମନ୍ଦିରରେ ୧୪୪ ଧାରା ଜାରି
ସମଗ୍ର ଦେଶ ସମତେ ରାଜ୍ୟରେ ଆଜି ମହାଶିବରାତ୍ରୀ ପାଳନ ହେଉଛି । ଭଗବାନ ଶିବଙ୍କ ଏହି ପବିତ୍ର ପର୍ବରେ ବାଧକ ସାଜିଛି କୋଭିଡ-୧୯ କଟକଣା । ରାଜ୍ୟର ଅନେକ ଶିବମନ୍ଦିରରେ କେବଳ ମନ୍ଦିର ପୂଜକଙ୍କୁ
ଏପ୍ରିଲ ମାସରୁ ସ୍କୁଲରେ ଆଉ ରବିବାର ହେବନାହିଁ କ୍ଲାସ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ
କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ
ନୌ-ସେନାରେ ସାମିଲ୍ ହେଲା ‘ସାଇଲେଣ୍ଟ କିଲର’ ବୁଡ଼ାଜାହାଜ INS କରଞ୍ଜ
ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ
ଦୁର୍ଘଟଣା ନେଲା ଦୁଇ ଶିଶୁଙ୍କ ଜୀବନ, ବାପା-ମାଆ ଗୁରୁତର
ଧକ୍କା ଦେବା ପରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଦୁଇ ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଶାବୁଳିଆ ଛକରେ ଏହି ମର୍ମନ୍ତୁଦ