ଚେନ୍ନାଇର ପକ୍ଷୀପ୍ରେମୀ ଯୋଶେଫ ଦୈନିକ ୭୫ କେଜିର ଆହାର ୪ ହଜାର ପକ୍ଷୀଙ୍କୁ ଦେଉଛନ୍ତି –

ପୋଷିଛନ୍ତି ୪ ହଜାର ରୁ ଅଧିକ ଶୁଆ । ଦିନକୁ ସେମାନଙ୍କ ପାଇଁ ଖର୍ଚ୍ଚ ହେଉଛି ୭୫ କେଜି ଚାଉଳ । ଆୟ ର ଅଧା ଖାଇଦେଉଛନ୍ତି ପକ୍ଷୀ । ତଥାପି ହସ ଖୁସି

ଅଶ୍ୱିନ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କଲେ-

ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ଟେଷ୍ଟର ଇଂଲଣ୍ଡର

ସୁରକ୍ଷାବାହିନୀ ଲଗାତାର ତିନି ଦିନ ଧରି ମାଓ ବିରୋଧୀ ଅଭିଯାନରେ ସାତୋଟି କ୍ୟାମ୍ପ ଧ୍ୱଂସ କଲେ –

ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲଗାତାର ତିନି ଦିନ ଧରି ଛତିଶଗଡ଼ ରାଜ୍ୟର ନାରାୟଣପୁର ଓ କାଙ୍କେରରେ ଆଦି ସ୍ଥାନେରେ କରାଯାଇଥିବା ମାଓ ବିରୋଧୀ ଅପରେସନରେ ମିଳିଛି ବଡ ସଫଳତା । ଅପରେସନ ସଙ୍ଗମ ନାଁରେ କରାଯାଇଥିବା

କୋହଲିଙ୍କ ନେତୃତ୍ୱରେ ୨୨ତମ ବିଜୟ ଭାରତକୁ ଘରୋଇ ପଡ଼ିଆରେ ମିଳିଲା,

ଭାରତୀୟ କ୍ରିକେଟ ଟିମ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷରେ ଗୁରୁବାର ୩ୟ ଟେଷ୍ଟ ମ୍ୟାଚରେ ୧୦ ୱିକେଟ୍‌ରେ ବିଜୟୀ ହୋଇଛି । ଏଥି ସହିତ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ

ମହାନଦୀର ମହାସତ ମାନିଲେ ରାଜ୍ୟ ସରକାର

ମହାନଦୀର ମହାସତ ମାନିଲେ ରାଜ୍ୟ ସରକାର । ସଙ୍କଟରେ ମହାନଦୀ । ଧିରେଧିରେ ଶୁଖୁଛି ମହାନଦୀ ଜଳ । ଶୁଖିଯିବ ଓଡ଼ିଶାର ବଡ଼ ନଦୀ ମହାନଦୀର ଜଳ । ଏସବୁ କଥା ଆମେ କହୁନାହଁ

ଆଜି ଭାରତ ବନ୍ଦ, ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା

ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ବ୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ର ପ୍ରଭାବ ଚାରିଆଡେ ଦେଖିବାକୁ ମିଳିଛି,

ଭାରତ ନିର୍ମାଣ କରୁଛି ବିଶ୍ୱର ସର୍ବୋଚ୍ଚ ରେଳ ପୋଲ, ରେଳମନ୍ତ୍ରୀ ସେୟାର କଲେ ଫଟୋ

ଜମ୍ମୁ କଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ପୋଲର ନିର୍ମାଣ ପାଖାପାଖି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏସଂପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଶ୍ରୀ ଗୋୟଲ ବ୍ରିଜର

ଶ୍ରୀମନ୍ଦିରର ସମୀକ୍ଷା ବୈଠକ ପ୍ରତି ମଙ୍ଗଳବାର ପ୍ରଶାସନ କାର୍ଯ୍ୟାଳୟରେ ହେବ-

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢ଼ା ପରିଷ୍କାର ପରିଚ୍ଛନ୍ନତା ନେଇ ପ୍ରତି ମଙ୍ଗଳବାର ସମୀକ୍ଷା ବୈଠକ ହେବ। ମଙ୍ଗଳବାର ଛୁଟି ଥିଲେ ପରବର୍ତ୍ତୀ କାର୍ଯ୍ୟ ଦିବସ ଦିନ ବୈଠକ

ଖଡ଼ିପଦା ଗାଁ ଶନି ମନ୍ଦିରରୁ ରୁପା ମୁକୁଟ ଓ ସୁନା ଅଳଙ୍କାର ଲୁଟ୍-

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଖଡ଼ିପଦା ଗାଁରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ୍ ହୋଇଛି । ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନେଇଗଲେ ଠାକୁରଙ୍କ ରୁପା ମୁକୁଟ ଓ ସୁନା

ରାଜ୍ୟ ସରକାର ଆଖୁଆପଦା ଠାରେ ବହୁମୁଖୀ ବ୍ୟାରେଜ୍ ପ୍ରତିଷ୍ଠା କରନ୍ତୁ: ରାଜ୍ୟ ବିଜେପି ସଭାପତି-

ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିକାଶରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନକୁ ତୃଣମୂଳସ୍ତରରେ ପହଞ୍ଚାଇବା