ଅମିତ ଶାହା ଆଜି ତାମିଲନାଡୁ-କେରଳ ଗସ୍ତ କରିବେ, ଅଭିଯାନ କନ୍ୟାକୁମାରୀରୁ ଆରମ୍ଭ ହେବ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାରା ଚଢ଼ିଥିବା ବେଳେ ଦେଶର ଅନ୍ୟ ୪ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ମଧ୍ୟ ନେତାମାନେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ଯେଉଁ ୪ଟି

ଅଦ୍ୟ ମାର୍ଚ୍ଚ ମାସ ୦୬ ତାରିଖ ୨୦୨୧ ମସିହା(ଶନିବାର)

ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୮ ସମ୍ବତ୍ସର -ଆନନ୍ଦୋ ଫାଲଗୁନ ମାସ-କୃଷ୍ଣପକ୍ଷ ତିଥି-ଅଷ୍ଟମୀ ରାତ୍ରି ଘ ୦୬/୩୭ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ ୧୦/୩୬ ପର୍ଯ୍ୟନ୍ତ ତଦନ୍ତେ ମୂଳା ଚନ୍ଦ୍ର -ବିଛା

ନକଲି କୋର୍ଟ କପି ଦାଖଲ କରିବା ହେଲା ମହଙ୍ଗା, ଗିରଫ ହେଲେ ଓକିଲ

କୋର୍ଟରେ ନକଲି କୋର୍ଟ କପି ଦାଖଲ କରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ପୋଲିସ ଜଣେ ଓକିଲଙ୍କୁ ଗିରଫ କରିଛି  । ଖବର ଅନୁଯାୟୀ, ଓକିଲ ବ୍ରଜମୋହନ ପ୍ରଧାନ ଏକ ନକଲି କୋର୍ଟ ନିର୍ଦ୍ଦେଶ

ହୋଲ୍ଡିଂ ଟ୍ୟାକ୍ସ ତରବରିଆ ଭାବେ ଆଦାୟ ହେଲେ ରାଜକୋଷକୁ ନୁହେଁ ବରଂ ଅଫିସର ମାନଙ୍କ ପକେଟକୁ ଯିବ : ବିଜେପି

ରାଜଧାନୀରେ ବିନା ପ୍ରସ୍ତୁତିରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ବିରୋଧ କରିଛି ବିଜେପି । ବିନା ପ୍ରସ୍ତୁତିରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ମଧ୍ୟବିତ୍ତ ପରିବାର ଉପରେ ବୋଝ ଉପରେ ନଳିତା ବିଡା  । ଆଦୟ ହେବାକୁ

ବର୍ଷା- ଅନୁଭବ ବିବାଦ, ଦିଲ୍ଲୀରୁ କଟକ ସ୍ଥାନାନ୍ତର ହେଲା ପାରିବାରିକ ବିବାଦ ମାମଲା

ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲା ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହୋଇଛି  । ଦିଲ୍ଲୀର ପଟିଆଲା ହାଉସକୋର୍ଟ ପରିବର୍ତ୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ । ଏବାବଦରେ ସାଂସଦ ଅନୁଭବଙ୍କ

ମୁଥୂଟ ଗ୍ରୁପର ଅଧ୍ୟକ୍ଷ ଏମ୍ଜି ଜର୍ଜ ମୁଥୂଟଙ୍କ ୭୨ ବର୍ଷ ବୟସରେ ପରଲୋକ

ମୁଥୂଟ ଗ୍ରୁପର ଚେୟାରମ୍ୟାନ ଏମ୍‌ଜି ଜର୍ଜ ମୁଥୂଟଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଜର୍ଜ ମୁଥୂଟ ୭୨ ବର୍ଷ ବୟସ ଥିଲେ । ମୁଥୂଟ ଫାଇନାନ୍ସ ଦେଶର ସବୁଠାରୁ ବଡ଼ ସୁନା ଋଣ

ଆସାମ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ୭୦ ପ୍ରାର୍ଥୀଙ୍କ ତାଲିକା, ମାଜୁଲିରୁ ଲଢ଼ିବେ ସର୍ବାନନ୍ଦ

ଭାରତୀୟ ଜନତା ପାର୍ଟି ଆସାମ ବିଧାନସଭା ନିର୍ବାଚନ ଲାଗି ୭୦ ଜଣିଆ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ବିଜେପିର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ଅରୁଣ ସିଂହ

ଡ୍ରେନରୁ ଉଦ୍ଧାର ହେଲା ୮ ଫୁଟିଆ କୁମ୍ଭୀର,ସ୍ଥାନୀୟ ଅଚଂଳରେ ଆତଙ୍କ

ଦିଗପହଣ୍ଡି ରେଞ୍ଜ୍‌ ଅଧୀନ ଉଜ୍ଜଳେଶ୍ବର ମନ୍ଦିର ନିକଟ ପୁଷ୍କରଣୀର ସଂଯୁକ୍ତ ‌ଡ୍ରେନ(ସ୍ପିଲ ୱେ)ରୁ ଏକ ଅଣ୍ଡିରା କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଛି। ପରେ କୁମ୍ଭୀରଟିକୁ ଘୋଡ଼ହାଡ଼ ଡ଼୍ୟାମ୍‌ରେ ଛାଡ଼ିଥିବା ଜଣାପଡ଼ିଛି। ଉଜ୍ଜଳେଶ୍ବର ମନ୍ଦିର

ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ, ଜିଦ୍ରେ ଅଟଳ ରହିଛନ୍ତି କୃଷକ ନେତା

ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କର ଆନ୍ଦୋଳନ ୧୦୦ ଦିନରେ ପହଂଚିଛି । ୩ଟି କୃଷି ଆଇନକୁ ପ୍ରତ୍ୟାପାର କରିବା ପାଇଁ ଚାଷୀମାନେ ଜିଦ ଧରିଛନ୍ତି । ଏହି ଅବସରରେ

ପଡ଼ିଆକୁ ଓହ୍ଲାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଡିଓ ହେଲା ଭାଇରାଲ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସଚିନ ପଡ଼ିଆରେ ବ୍ୟାଟିଂ କରୁଥିବା ବେଳେ ପ୍ରଶଂସକମାନେ ବହୁତ