ଏପ୍ରିଲ ମାସରୁ ରବିବାର ଆଉ ସ୍କୁଲରେ କ୍ଲାସ ହେବନାହିଁ –

ଏପ୍ରିଲ ମାସରୁ ଆଉ ରବିବାର ହେବନାହିଁ କ୍ଲାସ  । କେବଳ ହେବ ରିଭିଜନ କ୍ଲାସ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । ବର୍ତ୍ତମାନ ପ୍ରଚଣ୍ଡ ଖରା ଯୋଗୁଁ

ଧାନକିଣାରେ ଅନିୟିତତା ନେଇ ଉତ୍ୟକ୍ତ ଚାଷୀଙ୍କ ରାଜପଥରେ ଧାନ ଢାଳି ରାସ୍ତା ଅବରୋଧ-

ଧାନକିଣାରେ ଅନିୟିତତା  ନେଇ ତାତିଲେ ଚାଷୀ । ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି  ।  କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି  । ଏହାର ପ୍ରତିବାଦରେ

ଅଦା ବୋଝେଇ ଟ୍ରକରୁ ୧୯୦ କେଜି ଗଞ୍ଜେଇ ଜବତ

ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାତରେ ଦୁଇ ଅଭିଯୁକ୍ତ ଧରାପଡିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ମଝିଘରିଆଣି ମନ୍ଦିର ନିକଟରେ ଗାଡ଼ିକୁ ଅଟକାଇଥିଲା। ତେବେ ଯାଞ୍ଚ

ମୃତ୍ୟୁ ଏମିତି ବି ଆସେ : ଟ୍ରକ ଧକ୍କାରେ ଭାଇଭଉଣୀ ମୃତ, ବାପାମାଆ ଗୁରୁତର

ଗଞ୍ଜାମ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ଟ୍ରକ ଧକ୍କାରେ ଭାଇଭଉଣୀ ମୃତ ଓ ବାପା ମାଆ ଗୁରୁତର । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି  । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବଳିଆରେ ଏକ

କଳାହାଣ୍ଡିରେ ବ୍ୟବସାୟୀଙ୍କଠୁ 15 ଲକ୍ଷ ଟଙ୍କାର ସୁନାଗହଣା ଲୁଟିଲେ ଲୁଟେରା-

କଳାହାଣ୍ଡିରେ ଲୁଟେରା ଆତଙ୍କ  ।  ଜୁନାଗଡ଼ କଲମପୁର ଛକ ନିକଟରେ ଥିବା ସୁନା ଦୋକାନରୁ 15 ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗହଣା ଲୁଟ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲମପୁର ଛକ ସୁନା

ପ୍ରସ୍ତୁତ ହେଲା ଶ୍ରୀମନ୍ଦିର ପାଇଁ 202 କୋଟି ଟଙ୍କାର ବଜେଟ, ରଥଯାତ୍ରା ପାଇଁ 11 କୋଟି ବ୍ୟୟବରାଦ-

202 କୋଟି ଟଙ୍କା ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି  । ଆଗାମୀ ପରିଚାଳନା କମିଟିରେ ହେବ ଅନୁମୋଦିତ  । ଏନେଇ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି 

ଶିମିଳିପାଳ ଜଙ୍ଗଲର ଲାଗିଥିବା ନିଆଁ ପ୍ରସଙ୍ଗ ଦିଲ୍ଲୀରେ ପହଁଚିଲା –

ମାସେ ହେବା ଜଙ୍ଗଲରେ ନିଆଁ ଲାଗିବ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ କରଙ୍କୁ ଭେଟି ସବିଶେଷ ତଥ୍ୟ ଦେଇଛନ୍ତି ଓଡ଼ିଶା ବିଜେପିର ୯ ଜଣ ସାଂସଦ। କେନ୍ଦ୍ରରୁ ଗୋଟିଏ

ସିଲଭର ସିଟି କଟକରୁ ବିପୁଳ ପରିମାଣର ଚନ୍ଦନ କାଠ ଜବତ ; ଜଣେ ଗିରଫ

କଟକରୁ ଜବତ ହେଲା ପାଖାପାଖି ଏକ କ୍ୱିଣ୍ଟାଲ ପରିମାଣର ଚୋରା ଚନ୍ଦନ କାଠ । ଚୋରା କାଠ ଜବତ ସହ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଜବତ ଚନ୍ଦନ କାଠ

ଆସାମ ବିଧାନସଭା ନିର୍ବାଚନ: ୨ୟ ଦଫାରେ କଂଗ୍ରେସର ୨୬ ଜଣିଆ ପ୍ରାର୍ଥୀ ତାଲିକା ଜାରି

ଆସାମ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ବୁଧବାର ନିଜର ୨ୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୨୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି । ଆସାମରେ ହେବାକୁ

ବାଲୁକା ଶିଳ୍ପୀ ମାନସ ସାହୁ ମହାଶିବରାତ୍ରୀର ଶୁଭେଛା ବାଲୁକା କଳା ମାଧ୍ୟମରେ ଜଣାଇଲେ –

ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମିରେ ମାନସ କରିଥିବା ବାଲୁକା କଳା ମାଧ୍ୟମରେ କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ

1 80 81 82 83 84 128