ଏକ ଯାତ୍ରୀବାହୀ ବସ ଓଲଟି ପଡିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହେବା ସହ ତିନି ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା
Month: March 2021
ଗାଈଗୋରୁଙ୍କ ପାଇଁ ଆଶ୍ରମ-
ପୂର୍ବତନ ଜଣେ ପୋଲିସ ଅଧିକାରୀ ଗୋବିନ୍ଦ ପ୍ରସାଦ ପଟ୍ଟନାୟକ ରାସ୍ତା କଡ଼ର ଦୁର୍ଘଟଣାଗସ୍ତ ବୁଲା ଗାଈଗୋରୁ ଙ୍କ ପାଇଁ ପୁରୀ ରେ ଏକ ନିଆରା ହସ୍ପିଟାଲ ପରିଚାଳନା ସହିତ ଏକ ଆଶ୍ରୟ ସ୍ଥଳ ପରିଚାଳନା
ରାୟଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ, ଏକକାଳୀନ 6ଟି ସ୍ଥାନରେ ରେଡ
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର
ଶିକ୍ଷକ ହେବ ତ ଏମିତି….
ବଲାଙ୍ଗୀର ଜିଲ୍ଲା ମାଓ ପ୍ରବଣ ଖପ୍ରାଖୋଲ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଆବେଗାତ୍ମକ ଦୃଶ୍ୟ । ସ୍ଥାନୀୟ ଭାନପୁର ନୋଡାଲ ସ୍କୁଲର ଜଣେ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପାଇଁ ପୁରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାମୁଦ୍ରିକ ଭାରତ ସମ୍ମିଳନୀ ୨୦୨୧ ର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମୁଦ୍ରିକ ଭାରତ ସମ୍ମିଳନୀ -୨୦୨୧ ର ଉଦଘାଟନ କରିବେ । ଏହି ତିନି ଦିନିଆ ସମ୍ମିଳନୀ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ଗାଁ ଲୋକେ କୁଖ୍ୟାତ ଡକାୟତ ପାଙ୍ଗାକୁ ପିଟି ପିଟି ମାରିଦେଲେ-
ନୟାଗଡରେ କୁଖ୍ୟାତ ଡକାୟତ ପାଙ୍ଗା ଓରଫ ପ୍ରଭାତ ରାଉତର ମୃତ୍ୟୁ । ଗାଁରେ ଡକାୟତି ଉଦ୍ୟମ ବେଳେ ପିଟି ପିଟି ମାରିଦେଲେ ଗାଁ ଲୋକେ ! ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାର
ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଲେ-
ରାଜଧାନୀ ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ । ଜଣେ ଜମି ମାଲିକ ଚାହିଁଲେ ତାଙ୍କ ଜମିର କିଛି
ଚତୁର୍ଥ ଟେଷ୍ଟ ପୂର୍ବରୁ ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲା ବିରାଟ ବାହିନୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ
ମାର୍ଚ୍ଚ ୪ ତାରିଖରୁ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ
ବଡ ଭାଇ ହତ୍ୟା କଲା ସାନ ଭାଇକୁ, ଅଧାପୋଡ଼ା ଶବକୁ ଜବତ କଲା ପୋଲିସ-
ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇକୁ ମାରିଦେଲେ ଦୁଇ ବଡ଼ ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲ୍ଲିକପଡା ଗାଁରେ । ଟାଙ୍ଗିଆରେ ସାନ ଭାଇ
ଅସ୍ତ୍ରୋପଚାର ପାଇଁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏସଡିଏମଓ-
ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ସାହୁ ଅସ୍ତ୍ରୋପଚାର ପାଇଁ ରୋଗୀ ସଂପର୍କୀୟ ଠାରୁ ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୫୫୦୦ ଟଙ୍କା ଲାଂଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ

