ନୂଆଦିଲ୍ଲୀ ୧୫/୦୨ : ଗ୍ରେଟା ଥନବର୍ଗଙ୍କ ତରଫରୁ କୃଷକ ଆନ୍ଦୋଳନକୁ ନେଇ ସେୟାର କରିଥିବା ଟୁଲକିଟ ମାମଲାରେ କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର ସାଇବର କ୍ରାଇମ
Tag: kusum tv
ସାଲେପୁରରେ କଂଗ୍ରେସର ବନ୍ଦ.।
ସାଲେପୁର ୧୫।୨: ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡ଼ାକରାର ପ୍ରଭାବ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଂଚଳରେ ।କଂଗ୍ରେସ ନେତା ଇଂ
ଯାଜପୁର ଜିଲ୍ଲାରେ ବନ୍ଦ ପ୍ରଭାବ,
ଚଣ୍ଡିଖୋଲ ୧୪।୨: ଦେଶରେ ଦରଦାମର ଅହେତୁକ ବୃଦ୍ଧି ନେଇ ଓଡିଶା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଚଣ୍ଡିଖୋଲ, ଜାରକା, ବାଲିଚନ୍ଦ୍ରପୁର, ଛତିଆଠାରେ ଜାତୀୟ ରାଜପଥ
ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ରାଜ୍ୟରେ ସଡକ ଦୂର୍ଘଟଣାରେ ପ୍ରତିଦିନ ଜୀବନ ହାନି ହେଉଥିଲେ ହେଁ ରାଜ୍ୟରେ ବେପରୁଆ ଗାଡି ଚାଳକଙ୍କ ସଂଖ୍ୟା କମୁନି । ଆଜି ସେଭଳି ଏକ ବେପରୁଆ ଗାଡି ଚାଳନା ନେଇଛି ଜଣେ ବୃଦ୍ଧଙ୍କ ଜୀବନ
ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ ଓ ବିତରକଙ୍କୁ ଆକ୍ରମଣ-
ଯାଜପୁର ବୈରୀ ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ମନା କରିବାରୁ ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ କରିବା ସହ ବିତରକଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି
ଚୋରା ମହୁଲି ମଦ କାରବାର ରୋକିବାକୁ ଯାଇ ପୋଲିସ ଓ ଅବକାରୀ ବିଭାଗ ହଟହଟା ହେଲେ
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ବେଧଡକ ଚାଲିଛି । ମହୁଲି ମଦ ପ୍ରସ୍ତୁତି ସ୍ଥାନରେ ଅବକାରୀ ବିଭାଗ ଓ ତୁରୁମୁଙ୍ଗା ପୋଲିସର ମିଳିତ ଚଢ଼ାଉ ।
ଉତ୍ୟକ୍ତ ଚାଷୀ ବଲାଙ୍ଗୀର ପୁଇଁତଳା ତହସିଲଦାରଙ୍କୁ ତାଲା ପକାଇଲେ
ବଲାଙ୍ଗୀର ପୁଇଁତଳା ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ । ମଣ୍ଡିରେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ମଣ୍ଡି ସମସ୍ୟା ଓ ଧାନ କିଣା ନ ହେଉଥିବାରୁ ଚିନ୍ତାରେ ଚାଷୀ । ଉତ୍ୟକ୍ତ
ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପାଚିଲା ଅମୃତଭଣ୍ଡା
ପାଚିଲା ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କେବଳ ହଜମ ପ୍ରକ୍ରିୟରେ ସାହାଯ୍ୟ କରେ ନାହିଁ, ବରଂ ଏହା ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ପ୍ରତିଦିନ
ମଣ୍ଡି ଓ ଧାନ କିଣାରେ ସମସ୍ୟା, ଆଜି ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ 3 ଘଣ୍ଟିଆ ଚକାଜାମ
ମଣ୍ଡିରୁ ଉଠୁନି ଧାନ । ମଣ୍ଡି ସମସ୍ୟା ଓ ଧାନ କିଣା ନ ହେଉଥିବାରୁ ଚିନ୍ତାରେ ଚାଷୀ । ତେବେ ଏହାର ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ 3 ଘଣ୍ଟିଆ ଚକାଜାମ
ଓଡ଼ିଶା ସୀମାରେ ଆନ୍ଧ୍ର ନିର୍ବାଚନ : ଅଧିକ ଲୋକ ଭୋଟ୍ ଦେବାକୁ ଆଗ୍ରହୀ
ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଓଡ଼ିଶା ସୀମାରେ ବି ଆନ୍ଧ୍ର କରୁଛି ନିର୍ବାଚନ । କୋଟିଆ ପଞ୍ଚାୟତରେ ଆଜି ଆନ୍ଧ୍ର ସରକାରଙ୍କ ପକ୍ଷରୁ କରାଯାଉଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ସରକାରଙ୍କ